ଡିଲ୍‌ ବେଳେ ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ମାଡିବସିଲା ଏସଟିଏଫ୍‌

ଡିଲ୍‌ ବେଳେ ମାଡିବସିଲା । ଏସଟିଏଫ୍‌ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ଡିଲ୍‌ ଚାଲିଥିବାବେଳେ ୩ ଜଣଙ୍କୁ ଧରିଲା ଏସଟିଏଫ୍‌

Read more