ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କରୁଛି ଏସଟିଏଫ

ଭୁବନେଶ୍ବର: ନିଶା ବେପାର ବିରୁଦ୍ଧରେ ଏସଟିଏଫ ପକ୍ଷରୁ ଜୋରସୋରରେ ପଦକ୍ଷେପ ନିଆଯାଉଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ନିଶାଦ୍ରବ୍ୟ ନଷ୍ଟ କରୁଛି ଏସଟିଏଫ ।

Read more