୮ଟି ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜଙ୍ଗରେ ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି ଅଭିଯୋଗରେ ଜଣକୁ ଧରିଲା ଏସଟିଏଫ୍‌ । ଏଥିସହ ବନ୍ଧୁକ ଓ ଗୁଳି ଜବତ କରାଯାଇଛି

Read more