ଟୋକନ୍ ଲାପ୍ସ ପରେ ତାତିଲେ ଚାଷୀ, ରାଜପଥରେ ଧାନ ବସ୍ତା ରଖି ଅବରୋଧ

ପାଟଣା ୧୬।୨: ୨୨୦ ନମ୍ବର ଜାତୀୟ ରାଜପଥକୁ ଉଦୟପୁର ଛକ ନିକଟରେ ଅବରୋଧ କଲେ ଚାଷୀ । ସାହାରପଡ଼ା ଲ୍ୟାମ୍ପସରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଟୋକନ୍

Read more