ଖେଳୁଥିବା ବେଳେ ଛାତ୍ରଙ୍କ ଉପରେ ଗଳି ପଡ଼ିଲା ପ୍ରକଳ୍ପ ଫଳକ : ଛାତ୍ର ମୃତ୍ୟୁ ନେଇ ପୋଲସରା ଅଞ୍ଚଳରେ ଅସନ୍ତୋଷ

ଗଞ୍ଜାମ ଜିଲ୍ଲାରେ ଫଳକ ପଡ଼ି ଛାତ୍ର ମୃତ । ଅଙ୍ଗନବାଡ଼ି ନିକଟରେ ତିଆରି ହୋଇଥିବା ଏନଆରଜିଏସ ଫଳକ ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି

Read more