ବ୍ୟାୟାମ କରୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ବ୍ୟାୟାମ କରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ। ମୃତକ ହେଲେ ଏମଡି ମୋହାଦିସ ନୌସାଦ।

Read more