ଫୁଲୁଛି ସୁବର୍ଣ୍ଣରେଖା : ବାଲିଆପାଳର ୫ ପଞ୍ଚାୟତରେ ପଶିଲା ବନ୍ୟାଜଳ

ଜଳେଶ୍ୱର, ୧୭।୦୯ : ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ସୁବର୍ଣ୍ଣରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ପାଣି ପ୍ରବାହିତ ହୋଇଥିଲା

Read more