ଲୁଟ୍ ବେଳେ ନିସ୍ତୁକ ମାଡ ସହ ପୋଲିସ ଜିମା ଦେଲେ ଲୋକେ

ସୁବର୍ଣ୍ଣପୁର ଜିଲ୍ଲା ଖେମ୍ବେଶ୍ୱରୀ ପାଲି କଲେଜ ଛକରେ ଏକ ଲକ୍ଷ ଟଙ୍କା ଲୁଟ୍ । ଲୁଟ ବେଳେ ୨ ଜଣ ଲୁଟେରାକୁ କାବୁକରିଛନ୍ତି ସ୍ଥାନୀୟ ଲୋକେ ।

Read more