ଶାସନ କ୍ଷମତାର ଅପବ୍ୟବହାର କରି ବିଜେପିକୁ ବଦନାମ୍ କରୁଛି ବିଜେଡି : ସୁବାଷ ପାଣିଗ୍ରାହୀ

ଭୁବନେଶ୍ୱର, ତା.୧୧/୦୧: ବିଜୁ ଜନତା ଦଳର କର୍ମୀମାନେ ଯେଉଁ ଭଳି ଭାବେ ଦାଦାଗିରି କରୁଛନ୍ତି, କୈାଣସି ଜନପ୍ରତିନିଧି କାମ କରିପାରିବେ ନାହିଁ । ବେଆଇନ କାମକୁ ‘ଡେଭଲପମେଂଟ’ର

Read more