ମୋଦୀଙ୍କୁ ଚିଠି ଲେଖିଲେ ନେତାଜୀଙ୍କ ଅଣନାତି

ନୂଆଦିଲ୍ଲୀ, ୧୪।୦୧: ନୋଟରେ ରହୁ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ । ଏମିତି ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ନେତାଜୀଙ୍କ ଅଣନାତି ।

Read more