ରୋଷେଇ ଗ୍ୟାସ୍ ଉପରେ ପୁଣି ଆରମ୍ଭ ହୋଇପାରେ ସବସିଡି, ସରକାର ବନ୍ଦ କରିଦେଇଥିଲେ ଯୋଜନା

ନୂଆଦିଲ୍ଲୀ ୨୬।୭:  ରୋଷେଇ ଗ୍ୟାସ (ଏଲପିଜି) ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ବଡ଼ ଉପହାର ମିଳିପାରେ। ସରକାର ପୁଣି ଥରେ ଏଲପିଜି ଉପରେ ସବସିଡି ଆରମ୍ଭ କରିପାରନ୍ତି। ୨୦୨୨ରେ ସରକାର

Read more