ସୁଲୋଚନା ଦାସ ହେଲେ ପ୍ରଥମ ମହିଳା ମେୟର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପାଇଲା ପ୍ରଥମ ମହିଳା ମେୟର । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ବରର ପ୍ରଥମ ମହିଳା ମେୟର ।

Read more