‘ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେସମିଟ୍ କରୁଛନ୍ତି ରାଜ୍ୟ ବିଜେପି ସଭାପତି’

ଭୁବନେଶ୍ୱର: ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଲା ବିଜେଡି। ପଞ୍ଚାୟତ ଫଳାଫଳକୁ ନେଇ ଭୟରେ ବିଜେପି। ବିଜେପି ନେତା ଓ କର୍ମୀ ଅତ୍ୟନ୍ତ ଭାବେ ଭାଙ୍ଗିପଡିଛନ୍ତି, ଦୁଃଖିତ

Read more