ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ହେଲେ ସୁନୀଲ ବଂଶଲ, ଓଡ଼ିଶା ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା ବିଜେପିର ପ୍ରଭାରୀ ଦାୟିତ୍ୱ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିକୁ ଗୋଟିଏ ପରେ ଗୋଟିଏ ଐତିହାସିକ ସଫଳତା ଦେଇଥିବା ରାଜ୍ୟର ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କୁ ବଡ଼ ଦାୟିତ୍ୱ ଦେଇଛି ଦଳ ।

Read more