ଏନସିପି ନେତା ନବାବ ମଲ୍ଲିକଙ୍କୁ ଦିଆଯାଇଥିବା ଜାମିନକୁ ୩ ମାସ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲ୍ଲିକଙ୍କୁ ମିଳିଥିବା ଅସ୍ଥାୟୀ ମେଡିକାଲ ଜାମିନକୁ ସୁପ୍ରିମ୍‌କୋର୍ଟ ଆଉ ୩ ମାସ

Read more