‘ଶିବସେନା’ ନାମ ଓ ଚିହ୍ନକୁ ନେଇ ଲଢ଼େଇ: ଉଦ୍ଧବଙ୍କ ଆବେଦନ ଉପରେ ସିନ୍ଦେ ଓ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ‘ଶିବସେନା’ ଭାବେ ମାନ୍ୟତା ଦେବା ଏବଂ ତାଙ୍କ ପାଇଁ ‘ଧନୁ ତୀର’ ଚିହ୍ନ ଆବଣ୍ଟନ କରିବାକୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି

Read more