ବିଧାୟକ ସୁର ରାଉତରାୟ ଏବଂ ପତ୍ନୀ କରୋନା ଆକ୍ରାନ୍ତ

ଭୁବନେଶ୍ବର ୧୭/୧୧ : ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ସଂକ୍ରମିତ । ସୁର ରାଉତରାୟଙ୍କ ସମେତ ତାଙ୍କ ପତ୍ନୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି

Read more