ଦଳ ବିରୋଧୀ ମନ୍ତବ୍ୟ ପାଇଁ ହୋଇଥିବା ନୋଟିସର ଉତ୍ତର ରଖିଲେ ସୁରେଶ ରାଉତରାୟ । କହିଲେ, ଦେଇନାହାନ୍ତି ଦଳ ବିରୋଧୀ ମନ୍ତବ୍ୟ

ଦଳ ବିରୋଧୀ ମନ୍ତବ୍ୟ ପାଇଁ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କୁ ହୋଇଥିବା ନୋଟିସର ସେ ଉତର ରଖିଛନ୍ତି । ପିସିସି ସଭାପତିଙ୍କ ନିକଟରେ ଉତର ରଖିଛନ୍ତି ସୁରେଶ

Read more