ସର୍ଭେ ରିପୋର୍ଟରେ ଆସିଲା ଏମିତି ତଥ୍ୟ, ଆଜି ନିର୍ବାଚନ ହେଲେ ବିରୋଧୀ ଦଳ ଏତିକି ଆସନ ଜିତିବେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଉ ବର୍ଷଟିଏ ମଧ୍ୟ ବାକି ନାହିଁ। ସମସ୍ତ ରାଜନୈତିକ ଦଳ ଏବେ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।

Read more