ଆଜି ପୁଣି ରାଜଧାନୀ ଆକାଶରେ ଦେଖିବାକୁ ମିଳିଲେ ସୂର୍ଯ୍ୟକିରଣ ଟିମ୍

ଆଜି ପୁଣି ରାଜଧାନୀ ଆକାଶରେ ଦେଖିବାକୁ ମିଳିଛନ୍ତି ସୂର୍ଯ୍ୟକିରଣ ଟିମ୍। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂର୍ଯ୍ୟକିରଣ ଶୋ ପରେ ଆଜି ପୁନଶ୍ଚ ଏହାକୁ ଦେଖିବାକୁ ମିଳିଛି ।

Read more