ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ: ଡ୍ରଗ୍ ମାମଲାରେ ରିଆଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ସହ ଜଡ଼ିତ ଡ୍ରଗ୍ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ଅକ୍ଟୋବର ୨୦୨୨ରେ ଜାମିନ ମିଳିଥିଲା। ଏହି ଜାମିନକୁ ଚାଲେଞ୍ଜ

Read more