ନିର୍ବାଚନ ପ୍ରକ୍ରିୟା ଦ୍ୱାରା ଏହି ପଦବୀରେ ବସିନାହୁଁ, ଆମର କେହି କିଛି କ୍ଷତି କରିପାରିବେନି : ଶଙ୍କରାଚାର୍ଯ୍ୟ

ରାମମନ୍ଦିରର ପ୍ରତିଷ୍ଠା ପାଇଁ ପୂରା ଦେଶ ଉତ୍ସବମୁଖର । ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରତିଷ୍ଠିତ ଲୋକ ଅଯୋଧ୍ୟା ଆସିବେ ।

Read more