ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଜିଲ୍ଲା ତଥା ଜିଲ୍ଲା ବାହାରର ଶବ ହୋଇପାରିବ ସତ୍କାର

ପୁରୀ ୧୪।୮: ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା । ସ୍ବର୍ଗଦ୍ବାରରେ ଶବ ସତ୍କାରକୁ ଅନୁମତି ପ୍ରଦାନ କରାଯାଇଛି । ଏଣିକି ସ୍ବର୍ଗଦ୍ବାରରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶବ

Read more