ରାଜ୍ୟସଭା ପାଇଁ ନିର୍ବିରୋଧ ନିର୍ବାଚିତ ହେଲେ ଆମ୍ ଆଦମୀ ପାର୍ଟିର ୩ ନେତା । ସ୍ୱାତୀ, ସଞ୍ଜୟ ଓ ଏନଡିଗୁପ୍ତା ନିର୍ବାଚିତ

ଆମ୍ ଆଦମୀ ପାର୍ଟିର ୩ ଜଣ ରାଜ୍ୟସଭା ପ୍ରାର୍ଥୀ ସଂଜୟ ସିଂ, ସ୍ୱାତୀ ମାଲିୱାଲ ଓ ଏନଡି ଗୁପ୍ତା ନିର୍ବାଚିତ ହେବା ନେଇ ସମସ୍ତ ପ୍ରତିବନ୍ଧକ ହଟିଛି

Read more