ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

ଆଜି ଗୋଟିଏ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୫ କରୋନା ଆକ୍ରାନ୍ତ । ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଓ ପୁରୀରୁ ଏମାନେ ଚିହ୍ନଟ ହୋଇଥିବା ସୂଚନା

Read more