ତିନିଦିନ ମାଗଣାରେ ତାଜମହଲ ବୁଲିବା ସହିତ ଶାହାଜାହାନ ଓ ମୁମତାଜଙ୍କ ପ୍ରକୃତ କବରକୁ ଅତି ନିକଟରୁ ଦେଖି ପାରିବେ ପର୍ଯ୍ୟଟକ

ନୂଆଦିଲ୍ଲୀ: ଛୁଟିଦିନରେ ଆପଣ ଯଦି ଆଗ୍ରା ବୁଲିବାର ଯୋଜନା ରଖିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି। ମୋଗଲ ସମ୍ରାଟ ଶାହାଜାହାନଙ୍କ ୩୬୮ତମ ପୂର୍ଣ୍ଣତିଥି ଅବସରରେ ଫେବୃଆରି

Read more