ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: ଅବଶିଷ୍ଟ ୩୫୪ ଏକର ଜମି ଅଧିଗ୍ରହଣ କେବେ?

ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ହେଉଛି ଜିଲ୍ଲାବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି। ତେବେ ଏହି ବହୁ ପ୍ରତିକ୍ଷୀତ ଦାବି ପୂରଣହେବାର ନାଁ ନେଉନି। ବାସ୍ତବରେ ପ୍ରକଳ୍ପର

Read more