ଆଫଗାନିସ୍ତାନରେ ତାଲିବାନୀ ଶାସନ ଭାରତ ପାଇଁ ଚିନ୍ତା ! ଚୀନ ଏବଂ ପାକିସ୍ତାନର ସମର୍ଥନ ପରେ କଣ ହେବ ଭାରତର ବିଦେଶ ନୀତି ?

ନୂଆଦିଲ୍ଲୀ ୧୬/୦୮ : ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣି ଥରେ ଫେରିଛି ତାଲିବାନୀଙ୍କ ଶାସନ । ରବିବାର ତାଲିବାନ ଆତଙ୍କବାଦୀମାନେ ରାଜଧାନୀ କାବୁଲ କବ୍‌ଜା କରିନେବା ପ​‌ରେ

Read more