ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ୨ ଦିନ ପରେ ବିଜେପିରେ ସାମିଲ ହେଲେ ତାମିଲସାଇ ସୁନ୍ଦରରାଜନ, ବିଜେପି ଟିକେଟରୁ ଲଢିପାରନ୍ତି ଲୋକସଭା ନିର୍ବାଚନ

ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ବିଜେପିରେ ଯୋଗ ଦେଇଛନ୍ତି । ସେ ଦୁଇଦିନ ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ । ତାମିଲ ସାଇ

Read more