ଶ୍ରୀମନ୍ଦିରରେ ପୁଣି ବିକ୍ରି ହେଲାଣି ଟଙ୍କ ତୋରାଣି: ଦନାରେ ଦେଇ ୨୦ ଟଙ୍କା ଲୁଟୁଛନ୍ତି

ପୁରୀ: ଶ୍ରୀମନ୍ଦିରରେ ୭ ବର୍ଷ ତଳୁ ଟଙ୍କ ତୋରାଣି ବିକ୍ରି ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ବି ଏ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛି।

Read more