ଅଧ୍ୟାପକଙ୍କ ମାଡରେ ୧୦ ରୁ ଅଧିକ ଛାତ୍ର ହସ୍ପିଟାଲରେ ଚିକିତ୍ସିତ

ସୀମା ଡେଉଁଛି ଅଧ୍ୟାପକଙ୍କ ଦାଦାଗିରି । ନୟାଗଡ଼ ତୁଳସୀପୁର ସ୍ଥିତ ଯୁକ୍ତ ୨ ଗତିଶ୍ଵର ଟିୟୁଟୋରିଆଲରେ ଛାତ୍ରଙ୍କୁ ମାଡ଼ ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି ।

Read more