୮ ଦିନ ହେଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା, ୩୪୨୫ ଶିଶୁ ରନ୍ଧା ଖାଦ୍ୟରୁ ବଞ୍ଚିତ

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଶିଶୁ ସମନ୍ଵୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସର୍ଵ ଓଡ଼ିଶା ମହିଳା ଅଙ୍ଗନୱାଡି କର୍ମଚାରୀ ସଂଘ ତରଫରୁ ମଞ୍ଜୁ ରଣାଙ୍କ ନେତୃତ୍ୱରେ ୮

Read more