ସାଇବର ଠକଙ୍କ ଟାର୍ଗେଟରେ ସ୍କୁଲ ଶିକ୍ଷକ, ଆଖି ପିଛୁଳାକେ ଲୁଟିନେଲେ ୪୦ହଜାର

ବେତନଟୀସଦର: ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଏବେ ସାଇବର ଠକଙ୍କ ନୂଆ ଚାଲ୍। ବିଦ୍ୟାଳୟ ଉନ୍ନତୀକରଣ ନିମନ୍ତେ ଟଙ୍କା ଆକାଉଣ୍ଟକୁ ଯିବା ଆଳରେ ଠକୁଛନ୍ତି ସାଇବର ଠକ। ଏହିଭଳି

Read more