୨୬ ଦିନରେ ୭୦ ହଜାର ଛଟେଇ, ଅନେକ କମ୍ପାନୀରୁ ଚାକିରୀ ହରାଇଲେଣି କର୍ମଚାରୀ

ଟେକ୍ କମ୍ପାନୀ ସବୁବେଳେ ଚର୍ଚ୍ଚାରେ ରହିଆସିଥାନ୍ତି । କେତେବେଳେ ନୂଆ ଉତ୍ପାଦର ବଜାର ପ୍ରବେଶ ତ ଆଉ କେତେବେଳେ ବଡ ଧରଣର କର୍ମଚାରୀ ଛଟେଇକୁ ନେଇ ।

Read more