ପଂଚାୟତ ଗେଟ୍‌ରେ ତାଲା, କାମ ଠପ୍‌, ସରକାର ଶୋଇଛନ୍ତି, ଚିନ୍ତା ନାହିଁ : ତେଜେଶ୍ୱର ପରିଡା

ଭୁବନେଶ୍ୱର,ତା.୨୭/୦୮: ସାରା ରାଜ୍ୟରେ ପଂଚାୟତ ନିର୍ବାହୀ ଅଧିକାରୀମାନଙ୍କ କଲମଛାଡ ଆନ୍ଦୋଳନ ଯୋଗୁଁ ଅଧିକାଂଶ ପଂଚାୟତରେ ଗତ ୧୦ଦିନ ଧରି କାମ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଅନିର୍ଦ୍ଦିଷ୍ଟ

Read more