୩ମହଲା ବିଲ୍ଡିରେ ନିଆଁ, ୬ ଜୀବନ୍ତ ଦଗ୍ଧ

ତେଲେଙ୍ଗାନା ସିକନ୍ଦରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ୍ କମ୍ପେ୍ଲକ୍ସର ୩ମହଲା ବିଲ୍ଡିରେ ନିଆଁ ଲାଗିଛି । ଭୟଙ୍କର ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

Read more