ଅପହରଣ ଅଭିଯୋଗରେ ବିଜେପି ନେତା ଗିରଫ

ହାଇଦ୍ରାବାଦ: ଅପହରଣ ଅଭିଯୋଗରେ ବିଜେପି ନେତା ଗିରଫ। ତେଲେଙ୍ଗାନା ଗଡ୍ଡିଆନାରାମର ବଦ୍ଦାମ ପ୍ରେମ ମହେଶ୍ୱର ରେଡ୍ଡୀଙ୍କୁ ଜଣେ ୨୨ ବର୍ଷୟୀ ଯୁବକ ସୁବ୍ରମଣ୍ୟମଙ୍କ ଅପହରଣ ଅଭିଯୋଗରେ ଗିରଫ କରିଛି

Read more