ଗର୍ଭବତୀ ମହିଳାମାନେ ‘ସୁନ୍ଦରାକାଣ୍ଡ’ ପଢିବା ଉଚିତ: ତେଲେଙ୍ଗାନା ରାଜ୍ୟପାଳ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ରବିବାର କହିଛନ୍ତି ଯେ ଗର୍ଭବତୀ ମହିଳାମାନେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଛୁଆ ଜନ୍ମ କରିବା ପାଇଁ ସୁନ୍ଦରାକାଣ୍ଡ

Read more