ଶ୍ରୀମନ୍ଦିରରେ ଠେଲାପେଲା: ଜଣେ ହବିଷ୍ୟାଳି ଗୁରୁତର, ୩୦ରୁ ଅଧିକ ଆହତ

ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳାଳତି ସମୟରେ ଘଣ୍ଟିଦ୍ୱାର ଓ ସାତପାହାଚ ନିକଟରେ ଠେଲାପେଲା ହେବା ଫଳରେ କେତେକ ହବିଷ୍ୟାଳିଙ୍କ ସମେତ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ଖବର ମିଳିଛି।

Read more