ଭସାଣି ପାଇଁ BMCର ସ୍ୱତନ୍ତ୍ର ପ୍ରସ୍ତୁତି, ଖନନ ହେଲା ଅସ୍ଥାୟୀ ପୋଖରୀ

ଭୁବନେଶ୍ୱର: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ରାଜଧାନୀର ବିଭିନ୍ନ ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି । ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ଵର । ଆସନ୍ତାକାଲି ଗଣେଶ ପୂଜା ।

Read more