ଧୋଇଗଲା ଅସ୍ଥାୟୀ ରାସ୍ତା, ଝୁଲାପୋଲ ବନ୍ଦ

ଆଠଗଡ଼: ଧବଳେଶ୍ୱର ଅସ୍ଥାୟୀ ରାସ୍ତା ଧୋଇଯାଇଥିବାର ଖବର ମିଳିଛି। ମହାନଦୀରେ ପାଣି ଆସିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି। ରାସ୍ତା ଧୋଇ ଯିବାରୁ ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ

Read more