କୋଣାର୍କ ମନ୍ଦିରରେ ଉତ୍ତେଜନା, ଗେଟରେ ଧସେଇ ପଶିଲେ ପର୍ଯ୍ୟଟକ

କୋଣାର୍କ ମନ୍ଦିର ଗେଟ୍ ନିକଟରେ ଉତେଜନା । ଧସେଇ ପସିଲେ ପର୍ଯ୍ୟଟକ । ଅନଲାଇନ୍ ଟିକେଟ୍ ବିଳମ୍ବ ଯୋଗୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Read more