ଯୋରନ୍ଦା ମେଳାକୁ ନେଇ ଅନିଶ୍ଚିତତା; ବୈଠକ ବର୍ଜନ କଲା କୌପୀନଧାରୀ ମହିମା ସମାଜ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ପୀଠର ତୃତୀୟ ବେଢ଼ାରେ ଥିବା ସାଧୁଙ୍କ ଉପାସନା ପୀଠ ଉଚ୍ଛେଦ ଘଟଣାକୁ ଦୁଇ ମାସ ବିତିବାକୁ ବସିଲାଣି। ହେଲେ ଜିଲ୍ଲା ପ୍ରଶାସନ

Read more