ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୨୦ରୁ ଅଧିକ ମୃତ

ପାକିସ୍ତାନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ରାୱଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସର ପାଖାପାଖି ୧୦ ବଗି ଲାଇନଚ୍ୟୁତ ହେବାରୁ ୨୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା

Read more