ପୁଲଓ୍ବାମାରେ ଆତଙ୍କୀ ହମ୍‌ଲା, ପୋଷ୍ଟ ଅଫିସ୍‌ ଉପରେ ଗ୍ରେନେଡ୍‌ ମାଡକଲେ ଆତଙ୍କବାଦୀ

ଶ୍ରୀନଗର ୨୬/୧୨ : ଜାମ୍ମୁ କାଶ୍ମୀରର ପୁଲଓ୍ବାମାରେ ପୁଣି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ପୁଲଓ୍ବାମାର ଏକ ପୋଷ୍ଟ ଅଫିସ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ କରିଛନ୍ତି ।

Read more