ବ୍ରିଜରେ ଧକ୍କା ଦେଇ ଜଳିଗଲା ବସ୍‌, କିଛି ଯାତ୍ରୀ ଆହତ

ଭୁବନେଶ୍ୱର ୦୪।୦୭ :  ବ୍ରିଜରେ ଧକ୍କା ଦେବା ପରେ ଜଳିଗଲା ବସ୍ । ଭୁବନେଶ୍ୱର ବରମୁଣ୍ଡା ତପୋବନ ସ୍କୁଲ ନିକଟ ବ୍ରିଜରେ ଧକ୍କା ହେବା ପରେ ଜଳିଯାଇଛି

Read more