ବିଷାକ୍ତ ରାଜଧାନୀ ପବନ: ବ୍ୟା‌ପୁଛି ଥଣ୍ଡା, କାଶ ଓ ଛିଙ୍କ ରୋଗ

ଭୁବନେଶ୍ବର: ଶୀତ ପଡ଼ିନି। ଦିନର ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହୁଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ ୪ ଡିଗ୍ରି ଅଧିକ। ତା’ସ‌ତ୍ତ୍ବେ ରାତିରେ ରାଜଧାନୀ ଆକାଶରେ କୁହୁଡ଼ିର

Read more