ଏପ୍ରିଲ ଶେଷ ଆଡ଼କୁ ନିର୍ବାଚନ ପ୍ରଚାରକୁ ଓହ୍ଳାଇପାରନ୍ତି ମୁଖ୍ୟମନ୍ତ୍ରୀ: ୨୦୧୯ପରି ସ୍ୱତନ୍ତ୍ର ବସରେ ବୁଲିବେ ନବୀନ ପଟ୍ଟନାୟକ

ଏପ୍ରିଲ ଶେଷ ଆଡ଼କୁ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୯ପରି ସ୍ୱତନ୍ତ୍ର ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିପାରନ୍ତି ନବୀନ

Read more