ସମାଲୋଚନା ପରେ ଆଦିପୁରୁଷର ସଂଳାପରେ ପରିବର୍ତ୍ତନ ନିଷ୍ପତ୍ତି, ୨ ଦିନରେ କମାଇଲା ୨୪୦ କୋଟି

ଜୁନ୍ ୧୬ ତାରିଖରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆଦିପୁରୁଷକୁ ବିଭିନ୍ନ ମହଲରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଦୁଇଟି କାରଣରୁ ସାମାଜିକ ଗଣମାଧ୍ୟମରେ ଏହାକୁ ସମାଲୋଚନା କରାଯାଉଛି-

Read more