ଦୀଘା ମାର୍କେଟରେ ବିଶାଳକାୟ ଭୋଲା ମାଛ, ୨୫ ହଜାରରେ ହେଲା ବିକ୍ରି

ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମାଛ ମାର୍କେଟରେ ବିକ୍ରି ହେଲା ବିଶାଳକାୟ ଭୋଲା ମାଛ। ମାଛଟିର ଓଜନ ଏକ କ୍ବିଣ୍ଟାଲ ୧୦ କିଲୋଗ୍ରାମରୁ ଅଧିକ ।

Read more